ରୁକୁଣା ରଥ ପାଇଁ ଚଳଚଞ୍ଚଳ ରଥଖଳା : ଖଳାରେ ପହଞ୍ଚିଲା ଚିରଟ କାଠ

ତିଆରି ହେଲା ୪ଚକର ମଝି ଅଂଶ ‘ଗୋଟା’ ଭୁବନେଶ୍ୱର: ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ବା ‘ଅଶୋକାଷ୍ଟମୀ’ରେ ହେବ ପ୍ରଭୁ ଲିଙ୍ଗରାଜଙ୍କ ରଥାଯାତ୍ରା। ଏକାମ୍ର କ୍ଷେତ୍ରାଧିପତିଙ୍କ ପ୍ରସିଦ୍ଧ ଏହି ଯାତ୍ରାକୁ ଚାତକ ପରି ଚାହିଁ ରହିଛନ୍ତି ପୁରୁଣା ଭୁବନେଶ୍ବରବାସୀ। ଗତ ଶୁକ୍ରବାର ରଥକାଠ ଅନୁକୂଳ ପରେ ରଥଖଳାରେ ଚାଲିଛି ରଥା ନିର୍ମାଣ କାର୍ଯ୍ୟ। ରୁକୁଣା ରଥଯାତ୍ରାକୁ ଆଉ ମାତ୍ର ୧୮ ଦିନ ଥିବା ବେଳେ ଚଳଚଞ୍ଚଳ ହୋଇଛି ରଥ ଖଳା। ଅନୁକୂଳ … Continue reading ରୁକୁଣା ରଥ ପାଇଁ ଚଳଚଞ୍ଚଳ ରଥଖଳା : ଖଳାରେ ପହଞ୍ଚିଲା ଚିରଟ କାଠ